ସଂକ୍ଷିପ୍ତ Saṁkshipta
- ସଂ. ବିଣ (ସମ୍=ଏକତ୍ର+କ୍ଷିପ ଧାତୁ=କ୍ଷେପଣ କରିବା+କର୍ମ. ତ) — ଇତସ୍ତତଃ ବିକ୍ଷିପ୍ତ; ନିକ୍ଷିପ୍ତ — Thrown about; scattered
- ସଂ. ବିଣ (ସମ୍=ଏକତ୍ର+କ୍ଷିପ ଧାତୁ=କ୍ଷେପଣ କରିବା+କର୍ମ. ତ) — ସଂକୁଚିତ — Contracted
- ସଂ. ବିଣ (ସମ୍=ଏକତ୍ର+କ୍ଷିପ ଧାତୁ=କ୍ଷେପଣ କରିବା+କର୍ମ. ତ) — ଅଳ୍ପୀକୃତ — Concise; condensed; abridged; compressed
- ସଂ. ବିଣ (ସମ୍=ଏକତ୍ର+କ୍ଷିପ ଧାତୁ=କ୍ଷେପଣ କରିବା+କର୍ମ. ତ) — ସଂଚିତ — Gathered; stored up
- ସଂ. ବିଣ (ସମ୍=ଏକତ୍ର+କ୍ଷିପ ଧାତୁ=କ୍ଷେପଣ କରିବା+କର୍ମ. ତ) — ସଂକଳିତ; ଏକତ୍ରୀକୃତ — Accumulated; compiled
- ସଂ. ବିଣ (ସମ୍=ଏକତ୍ର+କ୍ଷିପ ଧାତୁ=କ୍ଷେପଣ କରିବା+କର୍ମ. ତ) — ପରିତ୍ୟକ୍ତ — Abandoned; relinquished; deserted
- ସଂ. ବିଣ (ସମ୍=ଏକତ୍ର+କ୍ଷିପ ଧାତୁ=କ୍ଷେପଣ କରିବା+କର୍ମ. ତ) — ଗୃହୀତ — Received; obtained
- ସଂ. ବିଣ (ସମ୍=ଏକତ୍ର+କ୍ଷିପ ଧାତୁ=କ୍ଷେପଣ କରିବା+କର୍ମ. ତ) — ଅଟକ କରାଯାଇ— ଥିବା; ବାଧାପ୍ରାପ୍ତ — Obstructed; hindered