ସଂକ୍ରାମକ Saṁkrāmaka
- ସଂ. ବିଣ (ସମ୍+କ୍ରମ ଧାତୁ=ଗମନ କରିବା+କର୍ତ୍ତୃ. ଅକ) — ବ୍ୟାପକ — Spreading
- ସଂ. ବିଣ (ସମ୍+କ୍ରମ ଧାତୁ=ଗମନ କରିବା+କର୍ତ୍ତୃ. ଅକ) — ସଂଚାରକ — Diffused; pervading
- ସଂ. ବିଣ (ସମ୍+କ୍ରମ ଧାତୁ=ଗମନ କରିବା+କର୍ତ୍ତୃ. ଅକ) — ସଂକ୍ରମଶୀଳ; ଗତିଶୀଳ — Full of transition; transitory
- ସଂ. ବିଣ (ସମ୍+କ୍ରମ ଧାତୁ=ଗମନ କରିବା+କର୍ତ୍ତୃ. ଅକ) — ଏକ ସ୍ଥାନରେ ପ୍ରବେଶକାରକ ଡିଆଁ (ରୋଗ) — Contagious infectious (disease)