ସଂକ୍ରାଇବା Saṁkrāibā

  • ପ୍ରାଦେ. (ସମ୍ବଲପୁର) କ୍ରି—(ସଂ. ସଂକୁଚନ) — ସଂକୁଚନ କରିବା; ଜାକିବା — To contract
  • ପ୍ରାଦେ. (ସମ୍ବଲପୁର) କ୍ରି—(ସଂ. ସଂକୁଚନ) — [ଯଥା—ଧୁତି ସଂକ୍ରାଇ ପାଏନେ ପଶ୍=ଅର୍ଥାତ୍ ଲୁଗାକୁ ଜାକି ପାଣିରେ ପଶ।]