ସଂକ୍ରମିବା Saṁkramibā

  • ଦେ. କ୍ରି (ପଦ୍ଯ) — ବ୍ୟାପ୍ତହେବା; ବ୍ୟାପିବା — To spread; to pervade
  • ଦେ. କ୍ରି (ପଦ୍ଯ) — (ଉ—ରହିବ ସଂକ୍ରମି ଏ ଧରାପୁରୀ ମଧୁସୂଦନ, କବିତାବଳି।)