ସଂକ୍ରମିତ Saṁkramita
- ସଂ. ବିଣ (ସମ୍+କ୍ରମ ଧାତୁ ଣିଚ୍=କ୍ରମି ଧାତୁ+କର୍ମ ତ) — ପ୍ରବେଶିତ — Caused to enter into
- ସଂ. ବିଣ (ସମ୍+କ୍ରମ ଧାତୁ ଣିଚ୍=କ୍ରମି ଧାତୁ+କର୍ମ ତ) — ଭର୍ତ୍ତି କରାଯାଇଥିବା — Thrust into
- ସଂ. ବିଣ (ସମ୍+କ୍ରମ ଧାତୁ ଣିଚ୍=କ୍ରମି ଧାତୁ+କର୍ମ ତ) — ନିବେଶିତ — Engaged in; devoted to
- ସଂ. ବିଣ (ସମ୍+କ୍ରମ ଧାତୁ ଣିଚ୍=କ୍ରମି ଧାତୁ+କର୍ମ ତ) — ସ୍ଥାନାନ୍ତର ଗମିତ; ସ୍ଥାନାନ୍ତରିତ — , Removed; transfered from one place to another
- ସଂ. ବିଣ (ସମ୍+କ୍ରମ ଧାତୁ ଣିଚ୍=କ୍ରମି ଧାତୁ+କର୍ମ ତ) — ପ୍ରତିବିମ୍ବିତ — Reflected