ସଂକ୍ରମ ସ୍ୱର Saṁkrama swara

  • ସଂ. ବି (ସ୍ୱରୋଦୟ ଶାସ୍ତ୍ର) ଏକସମୟରେ ପୂର୍ଣ୍ଣଭାବରେ ଉଭୟ ନାକପୁଡ଼ାରେ ବହୁଥିବା ଚନ୍ଦ୍ରସ୍ୱର ଓ ସୂର୍ଯ୍ୟସ୍ୱର — The two kinds of breaths blowing at one and the same time through both the nostrils
  • ସଂ. ବି (ସ୍ୱରୋଦୟ ଶାସ୍ତ୍ର) (ଉ—ଦୁଇ ସ୍ୱର ପୂର୍ଣ୍ଣାନ୍ତରେ ବହୁଥାଇ ଯେବେ, ଦୁଇ ପତ୍ର ଉପୁଜଇ ଜାଣ ତୁ ଗୋ ଏବେ। ଏହାକୁ ସଂକ୍ରମ ସ୍ୱର କହି ଗୋ ଭବାନି! X X ପ୍ରାଚୀ ଶିବସ୍ୱରୋଦୟ।)