ସଂକ୍ରନ୍ଦନ Saṁkrandana

  • ସଂ. ବି. — (ସମ=ସମ୍ୟକ୍+କ୍ରନ୍ଦନ)—ଅତ୍ୟନ୍ତ କ୍ରନ୍ଦନ; ବାହୁନା; ଅତିରୋଦନ — Lamentation; excessive weeping; bewailing
  • ସଂ. ବି. — (ସମ+କ୍ରନ୍ଦ ଧାତୁ ଣିଚ୍ କ୍ରନ୍ଦି— ଧାତୁ=କନ୍ଦାଇବା+କର୍ତ୍ତୃଅନ; ଯେ ଶତ୍ରୁକୁ କନ୍ଦାନ୍ତି) ଦେବରାଜ; ଇନ୍ଦ୍ର — Indra; the king of Hindus Gods