ସଂକୋଚ୍ୟତା Saṁkochyatā

  • ସଂ. ବି. (ବିଜ୍ଞାନ ପରିଭାଷା) — ଜଡ଼ ପଦାର୍ଥର ଗୁଣବିଶେଷ; ଯେଉଁ ଗୁଣ ଥିବାରୁ କେତେକ ଜଡ଼ ପଦାର୍ଥକୁ ଚିପିଦେଲେ ତାହା ଛୋଟ ହୋଇଯାଏ — (Physics) Compressibility of some solid things