ସଂକୋଚେଇବା Saṁkocheibā

  • ଦେ. କ୍ରି — ସଂକୋଚିବାର ଣିଜନ୍ତ ରୂପ — Causative of Saṁkochibā
  • ଦେ. କ୍ରି — [ଉ—ଏ ଅନ୍ତେ ଋତୁପର୍ଣ୍ଣ ତନୁ ସଂକୋଚାଇ। କୃଷ୍ଣସିଂହ, ମହାଭାରତ, ବନ।]