ସଂକେତ ସ୍ଥାନ Saṁketa sthāna

  • ସଂ. ବି — ଯେଉଁ ସ୍ଥାନରେ ଦୁଇ ବା ତତୋଽଧିକ ବ୍ଯକ୍ତି ଗୁପ୍ତ ଭାବରେ ମିଳିତ ହେବା ପାଇଁ ପୂର୍ବରୁ ସ୍ଥିର କରାଯାଇଥାଏ — Place of assignment; a secret place of meeting by appointment; rendezvous