ସଂକୁଚିବା Saṁkuchibā

  • ଦେ. କ୍ରି (ସଂ. ସଂକୁଚିତ) — ସଂକୁଚିତ ହେବା — To be contracted
  • ଦେ. କ୍ରି (ସଂ. ସଂକୁଚିତ) — ଲଜ୍ଜାରେ ଜଡ଼ ହେବା — 2. To be overtaken with modesty or bashfulness
  • ଦେ. କ୍ରି (ସଂ. ସଂକୁଚିତ) — [ଉ— ଶ୍ରୀମତୀ ସଂକୁଚିଲେ ଲଜ୍ଜାଭର—କବିସୂର୍ଯ୍ୟ, ସଙ୍ଗୀତ।]