ସଂକୀର୍ତ୍ତିତ Saṁkīrttita

  • ସଂ. ବିଣ (ସମ+କୃତ ଧାତୁ+କର୍ମ. ତ) — ସମ୍ୟକ୍ ବା ଉଚ୍ଚୈଃସ୍ୱରରେ ଉଚ୍ଚାରିତ — Uttered loudly
  • ସଂ. ବିଣ (ସମ+କୃତ ଧାତୁ+କର୍ମ. ତ) — ସଂସ୍ତୃତ — Solicited
  • ସଂ. ବିଣ (ସମ+କୃତ ଧାତୁ+କର୍ମ. ତ) — ପ୍ରଶଂସିତ — Praised; eulogised
  • ସଂ. ବିଣ (ସମ+କୃତ ଧାତୁ+କର୍ମ. ତ) — ବର୍ଣ୍ଣିତ — Described