ସଂକୀର୍ତ୍ତନ ମଣ୍ଡଳି Aṁkīrttana maṇḍaḻi

  • ଦେ. ବି — ସଂକୀର୍ତ୍ତନକାରୀ ଦଳ ବା ପଞ୍ଝା — A band or choir of persons who perform Saṁkīrttana, (some singing, some striking the drums and other cymbals)
  • ଦେ. ବି — ମେଳନ ଆଦି ଉପଲିଷରେ ବହୁ ସ୍ଥାନରୁ ଆସି ଏକ ସ୍ଥାନରେ ଉପସ୍ଥିତ ବହୁ ସଂକୀର୍ତ୍ତନ ଦଳ — A number of Saṁkīttana parties assembled at a particular place on a particular occasion