ସଂକୀର୍ଣ୍ଣାୟତନ Saṁkīrṇṇāyatana

  • ସଂ. ବି (କର୍ମଧା) — କ୍ଷୁଦ୍ର ସ୍ଥାନ — 1. Small space or area
  • ସଂ. ବିଣ (ବହୁବ୍ରୀହି) — ଅପ୍ରଶସ୍ତ ଆକାର ବିଶିଷ୍ଟ — Of small or limited area
  • ସଂ. ବିଣ (ବହୁବ୍ରୀହି) — ସଂକୁଚିତ — Contracted
  • ସଂ. ବିଣ (ବହୁବ୍ରୀହି) — ଅପ୍ରଶସ୍ତ — Narrow