ସଂକୀର୍ଣ୍ଣାବସ୍ଥ Saṁkīrṇṇābastha

  • ସଂ. ବିଣ (ବହୁବ୍ରୀହି; ସଂକୀର୍ଣ୍ଣ+ଅବସ୍ଥା) — ସଂକୁଚିତ ଅବସ୍ଥାଯୁକ୍ତ — Of contracted state
  • ସଂ. ବିଣ (ବହୁବ୍ରୀହି; ସଂକୀର୍ଣ୍ଣ+ଅବସ୍ଥା) — ହୀନଦଶା ପ୍ରାପ୍ତ; ହୀନାବସ୍ଥାଯୁକ୍ତ — Of low or mean condition