ସଂକୀର୍ଣ୍ଣ ମୁଖ Saṁkīrṇṇa mukha

  • ସଂ. ବି (କର୍ମଧା) — ସରୁ ମୁହଁ — Narrow mouth
  • ସଂ. ବି (କର୍ମଧା) — ସଂକୁଚିତ ମୁହଁ; କୁମ୍ପି ମୁହଁ — Contracted mouth
  • ସଂ. ବିଣ — (ବହୁବ୍ରୀହି)
  • ସଂ. ବିଣ — ସରୁ ମୁହାଁ; କୁମ୍ପି ମୁହାଁ — narrow-mouthed
  • ସଂ. ବିଣ — ଅପ୍ରଶସ୍ତ ଦ୍ୱାର ବିଶିଷ୍ଟ — Having a narrow outlet