ସଂକୀର୍ଣ୍ଣ ଦେହ Saṁkīrṇṇa deha

  • ସଂ. ବି (କର୍ମଧା) — ସଂକୁଚିତ ଶରୀର — Contracted body
  • ସଂ. ବି (କର୍ମଧା) — କ୍ଷୁଦ୍ର ଦେହ — Small body
  • ବିଣ. ପୁଂ — (ବହୁବ୍ରୀହି) କ୍ଷୁଦ୍ର ଦେହ ବିଶିଷ୍ଟ — Small-bodied
  • ବିଣ. ପୁଂ — ସଂକୁଚିତକାୟ; ଯାହାର ଶରୀର ସଂକୁଚିତ ହୋଇଅଛି — With contracted body