ସଂକଳ୍ପିତ Saṁkaḻpita
- ସଂ. ବିଣ (ସମ୍+କୃପ୍ ଧାତୁ+କର୍ମ. ତ) — ଅଭିଳଷିତ; ବାଞ୍ଛିତ — Wished-for; desired
- ସଂ. ବିଣ (ସମ୍+କୃପ୍ ଧାତୁ+କର୍ମ. ତ) — କର୍ତ୍ତବ୍ୟରୂପେ ସ୍ଥିରୀକୃତ — Resolved to be done as a duty
- ସଂ. ବିଣ (ସମ୍+କୃପ୍ ଧାତୁ+କର୍ମ. ତ) — ଯାହା (ବ୍ରତାଦି) ସଂକଳ୍ପବାକ୍ୟଦ୍ୱାରା ଆରବ୍ଧ ହୋଇଅଛି — (Rite) Formally avowed
- ସଂ. ବିଣ (ସମ୍+କୃପ୍ ଧାତୁ+କର୍ମ. ତ) — ଚିନ୍ତିତ — Thought of
- ସଂ. ବିଣ (ସମ୍+କୃପ୍ ଧାତୁ+କର୍ମ. ତ) — ଖ୍ୟାତ — Famed