ସଂକରା Saṁkarā
- ଦେ. ବି. (ସଂ. ସଂକର=ନୀଚଜାତୀୟ) — ଏକ ପ୍ରକାର ବଣୁଆ କଦଳୀ; ସଙ୍କରା କଦଳୀ — A sort of inferior plantain or banana
- ଗ୍ରା. ବି. — (ଗାଳି) ବର୍ଣ୍ଣସଂକର — (a term of abuse) A person of mixed caste
- ଗ୍ରା. ବି. — ସଂକର୍ଷଣର ଅନାଦରାର୍ଥକ ଡାକନାମ — Name for calling 'Samkarshaṇa in disregard