ସଂକରା କଦଳୀ Saṁkarā kadaḻī

  • ଦେ. ବି — ଏକ ପ୍ରକାର ନିକୃଷ୍ଟ କଦଳୀ (ଦ୍ର—ଏହା କାଠିଆ କଦଳୀ ଜାତୀୟ ଏବଂ ତାହାଠାରୁ ଆକାରରେ ଛୋଟ ଓ ଖାଇବାକୁ ଅସ୍ୱାଦୁ। ଏହାକୁ ବନ୍ୟ କଦଳୀ ବୋଲା ଯାଇପାରେ) — A species of inferior wild plantain