ଷ୍ଟେରିଓଟାଇପ୍ Shṭeriotāip

  • ବୈଦେ. ବି (ଇଂ.) — ଛାପାଖାନାରେ ବହି ଛାପିବା ପାଇଁ ଟାଇପ୍ ଯୋଡ଼ା ସରିବାପରେ ତହିଁରେ ସୀସା ଢାଳି ତାହା ସ୍ଥାୟୀ କରିବା ପ୍ରଣାଳୀ ବା ଯନ୍ତ୍ର — Stereotype