ଷ୍ଟେଟ୍ମେଣ୍ଟ୍ Shṭeṭ-meṇt

  • ବୈଦେ. ବି (ଇଂ.) — ଫର୍ଦ୍ଦ ବା ତାଲିକା — Statement
  • ବୈଦେ. ବି (ଇଂ.) — ବର୍ଣ୍ଣନାପତ୍ର — Written statement
  • ବୈଦେ. ବି (ଇଂ.) — ହାକିମଙ୍କ ଦ୍ୱାରା ଲିପିବଦ୍ଧ ହୋଇଥିବା ଇଜାହାର — Oral statement reduced to writing