ଷ୍ଟୁଲ୍ ମାଷ୍ଟରାଣୀ Shkul māshṭarāṇī

  • ଦେ. ବି. ସ୍ତ୍ରୀ (ଇଂ. ସ୍କୁଲ୍ ମାଷ୍ଟର ଶବ୍ଦ ସଙ୍ଗେ ଓଡ଼ିଆ ସ୍ତ୍ରୀ ବାଚକ ଆଣୀ ପ୍ରତ୍ୟୟ) — ସ୍କୁଲ ମାଷ୍ଟରଙ୍କ ସ୍ତ୍ରୀ — School master's wife
  • ଦେ. ବି. ସ୍ତ୍ରୀ (ଇଂ. ସ୍କୁଲ୍ ମାଷ୍ଟର ଶବ୍ଦ ସଙ୍ଗେ ଓଡ଼ିଆ ସ୍ତ୍ରୀ ବାଚକ ଆଣୀ ପ୍ରତ୍ୟୟ) — ସ୍କୁଲ ମିଷ୍ଟ୍ରେସ୍ — School mistress