ଷ୍ଟାର୍ ଅଫ୍ ଉତ୍କଳ Sṭār aph utkaḻa
- ଦେ. ବି (ନାମ) — ପ୍ରଥମେ ସ୍ୱର୍ଗୀୟ କ୍ଷୀରୋଦ ଚନ୍ଦ୍ର ରାୟ, ପରେ ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ଓ ତତ୍ପରେ କିଛିଦିନ ରାଜକୃଷ୍ଣ ବୋଷଙ୍କଦ୍ୱାରା ସମ୍ପାଦିତ କଟକର ଖଣ୍ଡିଏ ଇଂରାଜି ସାପ୍ତାହିକ ସମ୍ବାଦପତ୍ର — The star of Utkal-an English weekly of Cuttack now defunct
- ଦେ. ବି (ନାମ) — [ଦ୍ର—ଏହା ବର୍ତ୍ତମାନ ପ୍ରକାଶିତ ହେଉନାହିଁ]