ଷ୍ଟାମ୍ପ୍ ଆକ୍ଟ Shṭāmp ākṭ

  • ବୈଦେ. ବି—(ଇଂ. ଷ୍ଟାମ୍ପ ଆକ୍ଟ ଓ ଫା. ଆଏନ୍) କେଉଁ ମକଦମାରେ ବା ଦଲିଲରେ କେତେ ପରିମିତ ବା ମୂଲ୍ୟର ଷ୍ଟାମ୍ପ୍ ଦରକାର ଏହା ଯେଉଁ ଆଇନ୍ରେ ଲେଖାଥାଏ — Stamp law; the stamp Act