ଷ୍କୁଲ୍ ଫାଇନଲ୍ Shkul phāinal

  • ବୈଦେ. ବି (ଇଂ.) (ଆଧୁନିକ ପ୍ରୟୋଗ) — ଯେଉଁ ଛାତ୍ରମାନେ ବିଶ୍ୱ ବିଦ୍ୟାଳୟର ଉଚ୍ଚତର ଶିକ୍ଷା ସୋପାନକୁ ନ ଯିବେ, ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ହାଇସ୍କୁଲର ଶେଷ ପରୀକ୍ଷା — School final examination