ଷୋଢ଼ା ନ୍ୟାସ Shoṟḍ̠ẖā nyāsa

  • ସଂ. ବି — (ତନ୍ତ୍ର) ଦେବତାଙ୍କୁ ପୂଜା କରିବା ସମୟରେ ତନ୍ତ୍ର ବିଧିଦ୍ୱାରା ପୂଜକର ଶରୀରରେ ମନ୍ତ୍ରନ୍ୟାସ — The consecration of the worshipper's own body by purifying it with the prescribed application of mystic formulae before worshipping a Deity