ଷୋଡ଼ଶୋପଚାର Shoṟḍ̠aṡopachāra

  • ସଂ. ବି.—(କର୍ମଧା) — ଦେବ ପୂଜାର 16 ପ୍ରକାର ଉପକରଣ — ଦେବ ପୂଜାର16ପ୍ରକାର ଉପକରଣ—Sixteen different ingredients of a Deity's worship
  • ସଂ. ବି.—(କର୍ମଧା) — [ଦ୍ର— ଯଥା—ଆସନ, ସ୍ୱାଗତ, ପାଦ୍ୟ, ଅର୍ଘ୍ୟ, ଆଚମନୀୟ, ମଧୁପର୍କ, ପୁନରାଚମନୀୟ, ସ୍ନାନ, ବସନ, ଆଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ମୁଖବାସ ମତାନ୍ତରରେ ଚନ୍ଦନ। ଶକ୍ତି ପୂଜାରେ ଷୋଡ଼ଶୋପଚାର, ଯଥା—ପାଦ୍ୟ, ଅର୍ଘ୍ୟ, ଆଚମନୀୟ, ସ୍ନାନ, ବସନ, ଭୂଷଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ପୁନରାଚମନୀୟ, ସୁରା, ତାମ୍ବୂଳ, ତର୍ପଣ ଓ ନତି (ବିଶ୍ୱକୋଷ), ପୂଜା ତଳେ ନୋଟ୍ ଦେଖ।]
  • ଦେ. ବି (ଲକ୍ଷଣାର୍ଥ) ସମାଗତ ଅତିଥି ବା ବନ୍ଧୁଙ୍କ ପୂଜା ବା ସମ୍ମାନର ସମୁଦାୟ ଅଙ୍ଗର ପୂର୍ଣ୍ଣତା — Completeness in the arrangements for entertaining or serving a guest or new comer
  • ଦେ. ବି (ଲକ୍ଷଣାର୍ଥ) [ଉ—କରୁଛନ୍ତି ଲୋକେ ଉପାଧି ଆଶାରେ। ମନୁଷ୍ୟର ପୂଜା ଷୋଡ଼ଶୋପଚାରେ—ରାଧାନାଥ. ଦରବାର।]