ଷୋଡ଼ଶାର Shoṟḍ̠aṡāra
- ସଂ. ବିଣ (ବହୁବ୍ରୀହି, ଷୋଡ଼ଶ+ଆର=କୋଣ ବା ଅର, ଚକର ବ୍ୟାସାର୍ଦ୍ଧ ପରି ଦଳ ଯାହାର; ବହୁବ୍ରୀହି) — ଷୋଡ଼ଶ ଦଳ ପଦ୍ମ; 16 ପାଖୁଡ଼ିଆ ପଦ୍ମ; ତନ୍ତ୍ରୋକ୍ତ ଷଟ୍ଚକ୍ର ମଧ୍ୟସ୍ଥ ପଦ୍ମ — ଷୋଡ଼ଶ ଦଳ ପଦ୍ମ;6ପାଖୁଡ଼ିଆ ପଦ୍ମ; ତନ୍ତ୍ରୋକ୍ତ ଷଟ୍ଚକ୍ର ମଧ୍ୟସ୍ଥ ପଦ୍ମ—, A sixteen-petalled lotus said to exit inside the body
- ସଂ. ବିଣ (ବହୁବ୍ରୀହି, ଷୋଡ଼ଶ+ଆର=କୋଣ ବା ଅର, ଚକର ବ୍ୟାସାର୍ଦ୍ଧ ପରି ଦଳ ଯାହାର; ବହୁବ୍ରୀହି) — ଜଳାଶୟ ପ୍ରତିଷ୍ଠା ଉପଲକ୍ଷରେ ବେଦୀ ଉପରେ ଅଙ୍କିତ ଷୋଳପାଖୁଡ଼ିଆ ପଦ୍ମର ଚିତ୍ର ବିଶେଷ — A sixteen-petalled figure of a lotus drawn on the alter on the occasion of the consecration of tanks
- ସଂ. ବିଣ (ବହୁବ୍ରୀହି, ଷୋଡ଼ଶ+ଆର=କୋଣ ବା ଅର, ଚକର ବ୍ୟାସାର୍ଦ୍ଧ ପରି ଦଳ ଯାହାର; ବହୁବ୍ରୀହି) — [ଦ୍ର—ଜଳାଶୟ ପ୍ରତିଷ୍ଠା ଉପଲକ୍ଷରେ ପଞ୍ଚବର୍ଣ୍ଣ ମୁରୁଜ (ଚୂର୍ଣ୍ଣ) ଦ୍ୱାରା ବେଦୀ ଉପରେ ଗୋଟିଏ ଛୋଟ ମଣ୍ଡଳ କାଟି ପ୍ରଥମେ ତାର 4 ଦିଗରେ 4 ଟି ଚେପଟା ପାଖୁଡ଼ା ଆଙ୍କିବ ଓ ପ୍ରତି ପାଖୁଡ଼ା ଉପରେ ପୁଣି 4 ଟି ଲେଖାଏଁ ପାଖୁଡ଼ାର ଚିତ୍ର ଆଙ୍କିବ। ଏ ଚକ୍ରରେ 4 ଟି ଦ୍ୱାର ରଖିବ। ପରେ ଯଥାଯଥା ମନ୍ତ୍ର ବୋଲି ଲୋକପାଳଙ୍କୁ ଓ ଗ୍ରହମାନଙ୍କୁ ଭିନ୍ନ ଭିନ୍ନ ଦିଗରେ ବିନ୍ୟାସ କରିବ—ବିଶ୍ୱକୋଷ।] — [ଦ୍ର—ଜଳାଶୟ ପ୍ରତିଷ୍ଠା ଉପଲକ୍ଷରେ ପଞ୍ଚବର୍ଣ୍ଣ ମୁରୁଜ (ଚୂର୍ଣ୍ଣ) ଦ୍ୱାରା ବେଦୀ ଉପରେ ଗୋଟିଏ ଛୋଟ ମଣ୍ଡଳ କାଟି ପ୍ରଥମେ ତାର4ଦିଗରେ4ଟି ଚେପଟା ପାଖୁଡ଼ା ଆଙ୍କିବ ଓ ପ୍ରତି ପାଖୁଡ଼ା ଉପରେ ପୁଣି4ଟି ଲେଖାଏଁ ପାଖୁଡ଼ାର ଚିତ୍ର ଆଙ୍କିବ ଏ ଚକ୍ରରେ4ଟି ଦ୍ୱାର ରଖିବ ପରେ ଯଥାଯଥା ମନ୍ତ୍ର ବୋଲି ଲୋକପାଳଙ୍କୁ ଓ ଗ୍ରହମାନଙ୍କୁ ଭିନ୍ନ ଭିନ୍ନ ଦିଗରେ ବିନ୍ୟାସ କରିବ—ବିଶ୍ୱକୋଷ]
- ସଂ. ବିଣ (ବହୁବ୍ରୀହି, ଷୋଡ଼ଶ+ଆର=କୋଣ ବା ଅର, ଚକର ବ୍ୟାସାର୍ଦ୍ଧ ପରି ଦଳ ଯାହାର; ବହୁବ୍ରୀହି) — ଷୋଡ଼ଶ ଅରଯୁକ୍ତ ସଂସାର ଚକ୍ର — The cycle of existence having 16 organs
- ସଂ. ବିଣ (ବହୁବ୍ରୀହି, ଷୋଡ଼ଶ+ଆର=କୋଣ ବା ଅର, ଚକର ବ୍ୟାସାର୍ଦ୍ଧ ପରି ଦଳ ଯାହାର; ବହୁବ୍ରୀହି) — (ଉ—ସଂସାରଚକ୍ର ଷୋଡ଼ଶାରେ, କର୍ମେ ଭ୍ରମଇ ଅତି ଖରେ। ଜଗନ୍ନାଥ. ଭାଗବତ।)
- ସଂ. ବିଣ (ବହୁବ୍ରୀହି, ଷୋଡ଼ଶ+ଆର=କୋଣ ବା ଅର, ଚକର ବ୍ୟାସାର୍ଦ୍ଧ ପରି ଦଳ ଯାହାର; ବହୁବ୍ରୀହି) — [ଦ୍ର— ସଂସାର ଚକ୍ରର ଅର 16 ଗୋଟି ଯଥା—ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ଜ୍ଞାନେନ୍ଦ୍ରିୟ, ମନ ଓ ପଞ୍ଚତନ୍ମାତ୍ର।] — [ଦ୍ର— ସଂସାର ଚକ୍ରର ଅର16ଗୋଟି ଯଥା—ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ଜ୍ଞାନେନ୍ଦ୍ରିୟ, ମନ ଓ ପଞ୍ଚତନ୍ମାତ୍ର]
- ସଂ. ବିଣ — (ବହୁବ୍ରୀହି; ଷୋଡ଼ଶ+ଆର) ଷୋଳ କୋଷବିଶିଷ୍ଟ କ୍ଷେତ୍ର — Having sixteen angles
- ସଂ. ବିଣ — (ଷୋଡ଼ଶ+ଅର) ଷୋଳଟି ଅର ବା ବ୍ୟାସାର୍ଦ୍ଧ ଦଣ୍ଡବିଶିଷ୍ଟ (ଚକ୍ର) — (a wheel) Having 16 spokes
- ସଂ. ବିଣ — ଷୋଳ ପାଖୁଡ଼ିଆ (ପଦ୍ମ) — Sixteen-petalled (lotus)