ଷୋଡ଼ଶାବର୍ତ୍ତ Shoṟḍ̠aṡābartta

  • ସଂ. ବିଣ (ବହୁବ୍ରୀହି; ଷୋଡ଼ଶ+ଆବର୍ତ୍ତ ଯାହାର) — 16 ଟି ଆବର୍ତ୍ତ ବା ଭଉଁରୀବିଶିଷ୍ଟ — 16ଟି ଆବର୍ତ୍ତ ବା ଭଉଁରୀବିଶିଷ୍ଟ— Having 16 spirals
  • ସଂ. ବି — ଶଙ୍ଖ — Conch shell