ଷାଣ୍ମାତୁର Shāṇmātura

  • ସଂ. ବି. ପୁଂ.—(ଷଟ୍+ମାତୃ+ଅପତ୍ୟାର୍ଥେ ଅ; ଛଅଗୋଟି ମାତାଙ୍କର ସନ୍ତାନ) — ଷଡ଼ାନନ; କାର୍ତ୍ତିକେୟ — God Kārttikeya; Mahādeba's elder son
  • ସଂ. ବି. ପୁଂ.—(ଷଟ୍+ମାତୃ+ଅପତ୍ୟାର୍ଥେ ଅ; ଛଅଗୋଟି ମାତାଙ୍କର ସନ୍ତାନ) — [ଦ୍ର—ଏହାଙ୍କର 6 ଗୋଟି ମାତାଙ୍କର ନାମ, ଯଥା— କୃତ୍ତିକାତ୍ରୟ, ଦୁର୍ଗା, ଗଙ୍ଗା ଓ ପୃଥିବୀ; ମତାନ୍ତରେ 6 ଟି କୃତ୍ତିକା ନକ୍ଷତ୍ର। ନକ୍ଷତ୍ର ତଳେ ନୋଟ୍ ଦେଖ।] — [ଦ୍ର—ଏହାଙ୍କର6ଗୋଟି ମାତାଙ୍କର ନାମ, ଯଥା— କୃତ୍ତିକାତ୍ରୟ, ଦୁର୍ଗା, ଗଙ୍ଗା ଓ ପୃଥିବୀ; ମତାନ୍ତରେ6ଟି କୃତ୍ତିକା ନକ୍ଷତ୍ର ନକ୍ଷତ୍ର ତଳେ ନୋଟ୍ ଦେଖ]