ଷାଡ୍ଗୁଣ୍ୟ Shāṟḍ̠guṇya
- ସଂ. ବି (ଷଡ଼ ଗୁଣ+ସ୍ୱାର୍ଥେ. ଯ) — ଷଡ୍ଗୁଣ (ଦେଖ) — Shaṟḍ̠guṇa. (See)
- ସଂ. ବି (ଷଡ଼ ଗୁଣ+ସ୍ୱାର୍ଥେ. ଯ) — ରାଜ୍ୟ ରକ୍ଷଣାର୍ଥ ରାଜାମାନଙ୍କ ଅନୁଷ୍ଠିତ 6 ଟି ଉପାୟ — ରାଜ୍ୟ ରକ୍ଷଣାର୍ଥ ରାଜାମାନଙ୍କ ଅନୁଷ୍ଠିତ6ଟି ଉପାୟ— . The six means adopted by kings for protection of a kingdom
- ସଂ. ବି (ଷଡ଼ ଗୁଣ+ସ୍ୱାର୍ଥେ. ଯ) — [ଯଥା—ସନ୍ଧାନାସନ—ସନ୍ଧିସ୍ଥାପନ ପୂର୍ବକ ଅବସ୍ଥାନ — Treaty.ଯାତ୍ରାସନ୍ଧାନ—ଯୁଦ୍ଧାର୍ଥ ଅଭିଯାନ—Expedition.ବିଗୃହ୍ୟାସନ—ବୈର କ୍ରିୟାକରି ଅବସ୍ଥାନStaying on the enemy's country after oppressive actsଯାତ୍ରାଂ ସଂପରିଗୃହ୍ୟାସନ— ଶତ୍ରୁକୁ ଭୟ ଦେଖାଇବା ପାଇଁ ଯାନାଦି ଦେଖାଇ ସ୍ୱ ସ୍ଥାନରେ ଅବସ୍ଥାନ—Mobilisation.ଦ୍ୱେଧୀଭାବ—ଉଭୟ ଶତ୍ରୁ ଓ ମିତ୍ର ପକ୍ଷଙ୍କ ସଙ୍ଗେ ମିତ୍ରତା ସ୍ଥାପନ— Neutrality.ଅନ୍ଯ ସଂଶ୍ରୟ—ଅନ୍ଯ ରାଜାଙ୍କ ଆଶ୍ରୟ— Forming alliance.]