ଷାଠିଏ କାହାଣ Shāṭhie kāhāṇa

  • ଦେ. ବି (ଅର୍ଥାତ୍ ଷାଠିଏ କାହାଣ ପରିମିତ କଉଡ଼ି; ପୂର୍ବେ ଟଙ୍କା ପଇସା ପରି କଉଡ଼ି ବ୍ଯବହୃତ ହେଉଥିବାରୁ) — ବହୁତ ଧନ — A large sum of money
  • ଦେ. ବି (ଅର୍ଥାତ୍ ଷାଠିଏ କାହାଣ ପରିମିତ କଉଡ଼ି; ପୂର୍ବେ ଟଙ୍କା ପଇସା ପରି କଉଡ଼ି ବ୍ଯବହୃତ ହେଉଥିବାରୁ) — [ଉ—ଷାଠିଏ କାହାଣ ତଣ୍ଡକୁ ଅଛି, ହରି ଭଗତିକି କଡ଼ାଏ ନାହିଁ। ଢଗ]