ଷଷ୍ଠୀ ପୂଜା Shashṭhī pūjā

  • ସଂ. ବି — ଶିଶୁର ଜନ୍ମର ଷଷ୍ଠ ଦିନ କର୍ତ୍ତବ୍ୟ ଷଷ୍ଠୀ ଦେବୀ ପୂଜା ଓ ଉତ୍ସବ — The ceremony of worshipping the Shashṭhī Goddess on the 6th day of a child's birth
  • ସଂ. ବି — ସନ୍ତାନ ଜନ୍ମ ହେବାର ଏକବିଂଶ ବା ଏକୋଇଶା ଦିନ କରାଯିବା ଷଷ୍ଠୀ ଦେବୀଙ୍କ ପୂଜା — Worship of Shashṭhī Debī done on the 1st day of a child's birth
  • ସଂ. ବି — ଭାଦ୍ର ଶୁକ୍ଳ ଷଷ୍ଠୀରେ କର୍ତ୍ତବ୍ୟ ଷଷ୍ଠୀଦେବୀଙ୍କ ପୂଜା; ଷଠି ଓଷା — The worship of Shasṭhī Debī on the 6th of the bright lunar fortnight of Bhādra