ଷଷ୍ଠି ମତ୍ତ Shasṭhi matta

  • ସଂ. ବି [ଷଷ୍ଠିନ୍=ଛଅ ବର୍ଷ+ମତ୍ତ=କ୍ରୁଦ୍ଧ; ଛଅ ବର୍ଷ ବୟସରେ ଯାହାର ମଦ ଧାରା କ୍ଷରିତ ହୁଏ] — ହାତୀ; ଗଜ — Elephant
  • ସଂ. ବି [ଷଷ୍ଠିନ୍=ଛଅ ବର୍ଷ+ମତ୍ତ=କ୍ରୁଦ୍ଧ; ଛଅ ବର୍ଷ ବୟସରେ ଯାହାର ମଦ ଧାରା କ୍ଷରିତ ହୁଏ] — (ପ୍ରକୃତିବାଦ)