ଷଷ୍ଠାଷ୍ଟମ Shashṭhāshṭama

  • ସଂ. ବିଣ — ଛଅ ସ୍ଥାନୀୟ ଓ ଆଠ ସ୍ଥାନୀୟ — Sixth and eighth
  • ସଂ. ବିଣ — [ଦ୍ର—ଜ୍ୟୋତିଷ ଗଣନା କ୍ରମେ ଦମ୍ପତ୍ତିର ରାଶିମାନଙ୍କର ପରସ୍ପରଠାରୁ ଷଷ୍ଠ ଓ ଅଷ୍ଟମ ସ୍ଥାନରେ ସ୍ଥିତି ଜନିତ ଅଶୁଭ ଯୋଗକୁ ଅନ୍ଯୋଽନ୍ୟ— ଷଷ୍ଠାଷ୍ଟମ କହନ୍ତି। ମହାଦଶା ଓ ଅନ୍ତର୍ଦଶାରେ ଗ୍ରହମାନଙ୍କର ଅବସ୍ଥାନରେ ମଧ୍ୟ ଷଷ୍ଠାଷ୍ଟମ ଯୋଗ ହୁଏ।]