ଷଷ୍ଠାନ୍ନ କାଳ Shashṭhānna kāḻa
- ସଂ. ବିଣ (ଷଷ୍ଠ+ଅନ୍ନ+କାଳ) — ଯେଉଁ ବ୍ଯକ୍ତି ବା ପ୍ରାଣୀ ଦୁଇ ଦିନ ଅନାହାର ରହି ତୃତୀୟ ଦିନ ସାୟଂ— କାଳରେ ଥରେ ଖାଏ — (a person or animal) Fasting for 2 days and breaking his fast on the third evening
- ସଂ. ବି — ଦୁଇ ଦିନ ଅନାହାରରେ ରହି ତୃତୀୟ ଦିନ ସାୟଂକାଳରେ ଥରେ ଭୋଜନ (ବିଶ୍ୱକୋଷ) — Taking food on the 3rd evening after fasting for 2 whole days