ଷଷ୍ଠମ Shashṭhama

  • ଗ୍ରା. ବିଣ (ପ୍ରାଚୀନ ପଦ୍ଯ) — ଷଷ୍ଠ (ଦେଖ) — Shashṭha. (See)
  • ଗ୍ରା. ବିଣ (ପ୍ରାଚୀନ ପଦ୍ଯ) — [ଉ—ଷଷ୍ଟମ ଛାନ୍ଦ ବର୍ଣ୍ଣନେ, କେବଣ କେବଣ ଗ୍ୟାନ। ପ୍ରାଚୀ. ରହସ୍ୟ— ମଞ୍ଜରୀ; ଷଷ୍ଠମ ପାବଚ୍ଛ ଗୋଟା ନିର୍ଗୁଣ ତା ରସି। ପ୍ରାଚୀ. ବ୍ରହ୍ମନିରୂପଣ. ଗୀତା।]