ଷଷ୍ଟି ହାୟନ Shashṭi hāyana
- ସଂ. ବି (ଷଷ୍ଟି= 60 +ହାୟନ=ବର୍ଷ) — 60 ବର୍ଷ — 60ବର୍ଷ— . Sixty years
- ସଂ. ବି (ଷଷ୍ଟି= 60 +ହାୟନ=ବର୍ଷ) — ଗଜ; ହସ୍ତୀ (ଏ 60 ବର୍ଷରେ ଅର୍ଦ୍ଧ ଜୀବନ ଭୋଗ କରିବାରୁ ବା ପୂର୍ଣ୍ଣବୟସ୍କ ହେବାରୁ) — ଗଜ; ହସ୍ତୀ (ଏ60ବର୍ଷରେ ଅର୍ଦ୍ଧ ଜୀବନ ଭୋଗ କରିବାରୁ ବା ପୂର୍ଣ୍ଣବୟସ୍କ ହେବାରୁ)—. Elephant
- ସଂ. ବି (ଷଷ୍ଟି= 60 +ହାୟନ=ବର୍ଷ) — ଧାନ୍ୟ ବିଶେଷ — A species of paddy
- ସଂ. ବିଣ. ପୁଂ. — 60 ସଂଖ୍ୟକ ବର୍ଷ ବୟସ୍କ — 60ସଂଖ୍ୟକ ବର୍ଷ ବୟସ୍କ— Aged 60 years