ଷତ୍ୱ ବିଧି Shatwa bidhi
- ସଂ. ବି (ବ୍ୟାକରଣ) — ବ୍ୟାକରଣର ନିୟମବିଶେଷ; ଯେଉଁ ନିୟମଦ୍ୱାରା 'ସ' ସ୍ଥାନରେ 'ଷ' ହୁଏ — The rule of Sanskrit Grammar by which the dental 'S' becomes cerebral 'Sh'
- ସଂ. ବି (ବ୍ୟାକରଣ) — [ଦ୍ର—ଷତ୍ୱବିଧିବିଷୟରେ ଅନେକ ସୂତ୍ର ଅଛି, ସ୍ଥୂଳରେ 3 ଗୋଟି ସୂତ୍ର ଏଠାରେ ଲେଖାଯାଉଅଛି:— 1 । ଅ, ଆ ଭିନ୍ନ ସ୍ୱର ବର୍ଣ୍ଣ, କ ଓ ର ପରିସ୍ଥିତ ପଦ— ମଧ୍ୟଗତ ପ୍ରତ୍ୟୟ, ଆଦେଶ, ଆଗମ ପ୍ରଭୃତିର ସକାର ଓ ବିସର୍ଗ ଜାତ 'ସ' କାରର 'ସ' ସ୍ଥାନରେ 'ଷ' ହୁଏ, (ଯଥା— ନି+ସିଧ୍ ଧାତୁ+ଅ=ନିଷେଧ; ନି+ସ୍ଥା ଧାତୁ+ ଉର=ନିଷ୍ଠୁର)। — [ଦ୍ର—ଷତ୍ୱବିଧିବିଷୟରେ ଅନେକ ସୂତ୍ର ଅଛି, ସ୍ଥୂଳରେ3ଗୋଟି ସୂତ୍ର ଏଠାରେ ଲେଖାଯାଉଅଛି:—1 ଅ, ଆ ଭିନ୍ନ ସ୍ୱର ବର୍ଣ୍ଣ, କ ଓ ର ପରିସ୍ଥିତ ପଦ— ମଧ୍ୟଗତ ପ୍ରତ୍ୟୟ, ଆଦେଶ, ଆଗମ ପ୍ରଭୃତିର ସକାର ଓ ବିସର୍ଗ ଜାତ 'ସ' କାରର 'ସ' ସ୍ଥାନରେ 'ଷ' ହୁଏ, (ଯଥା— ନି+ସିଧ୍ ଧାତୁ+ଅ=ନିଷେଧ; ନି+ସ୍ଥା ଧାତୁ+ ଉର=ନିଷ୍ଠୁର)
- ସଂ. ବି (ବ୍ୟାକରଣ) — — 2—ଟ ଓ ଠ ପୂର୍ବରେ ଯୁକ୍ତ 'ଶ' ଓ 'ସ' 'ଷ' ହୁଏ—(ଯଥା—ପ୍ର+ବିଶ୍ ଧାତୁ+ତ=ପ୍ରବିଷ୍ଟ)
- ସଂ. ବି (ବ୍ୟାକରଣ) — ] — 3—ଉପସର୍ଗ, ଇ ଓ ଉକାର ପରସ୍ଥିତ 'ସ୍ଥା' ଧାତୁର 'ସ' ଓ ସୂପ ଓ ସମ୍ ଧାତୁର 'ସ' 'ଷ' ହୁଏ