ଷଣ୍ମନ୍ୱତୀତ Shaṇmanwatīta

  • ସଂ. ବିଣ (ଷଟ୍+ମନୁ+ଅତୀତ) — ଛଅ ଜଣ ମନୁଙ୍କ ରାଜତ୍ୱ ଅତୀତ ବା ଶେଷ ହୋଇଥିବା (କାଳ ବା କଳ୍ପାଂଷ) — (The time) After the life time of six Manus
  • ସଂ. ବିଣ (ଷଟ୍+ମନୁ+ଅତୀତ) — [ଦ୍ର—ଯେଉଁ ମନୁ 6 ଜଣ ଏଥି ପୂର୍ବରୁ ଭୋଗ କରି ଅଛନ୍ତି, ସେମାନଙ୍କ ନାମ— 1 । ସ୍ୱାୟମ୍ବୂବ, 2 । ସ୍ୱାରେତିଷ, 3 । ଉତ୍ତମ 4 । ତାମସ; 5 । ରୈବତ ଓ 6 । ଚାକ୍ଷୁଷ। ବର୍ତ୍ତମାନ 7 ମ ବୈବସ୍ୱତ ମନୁ ଭୋଗ କରୁ ଅଛନ୍ତି।] — [ଦ୍ର—ଯେଉଁ ମନୁ6ଜଣ ଏଥି ପୂର୍ବରୁ ଭୋଗ କରି ଅଛନ୍ତି, ସେମାନଙ୍କ ନାମ—1 ସ୍ୱାୟମ୍ବୂବ,2 ସ୍ୱାରେତିଷ,3 ଉତ୍ତମ4 ତାମସ;5 ରୈବତ ଓ6 ଚାକ୍ଷୁଷ ବର୍ତ୍ତମାନ7ମ ବୈବସ୍ୱତ ମନୁ ଭୋଗ କରୁ ଅଛନ୍ତି]