ଷଣ୍ଢେଇବା Shaṇḍheibā

  • ଦେ. କ୍ରି (ସଂ. ଷଣ୍ଢ=ବୃଷ ଶବ୍ଦରୁ) — (ସକର୍ମକ) (ଋତୁମତୀ ଗାଭୀକୁ ନେଇ ବଳ— ପୂର୍ବକ ଷଣ୍ଢ ନିକଟରେ ଯୁଟାଇବା ଅର୍ଥରୁ) କୌଣସି ବ୍ଯକ୍ତିକୁ ତାର ଇଚ୍ଛା ବିରୁଦ୍ଧରେ କୌଣସି— ଠାରେ ବା କୌଣସି କାର୍ଯ୍ୟରେ ଯୁଟାଇବା — To force a person into some place to work against his wish
  • ଦେ. କ୍ରି (ସଂ. ଷଣ୍ଢ=ବୃଷ ଶବ୍ଦରୁ) — (ଅକର୍ମକ. ଷଣ୍ଢ=ନପୁଂସକ)—(ବୃକ୍ଷାଦି) ବନ୍ଧ୍ୟାତ୍ୱ ହେତୁ ହୃଷ୍ଟ— ପୁଷ୍ଟ ହେବା — 3. To grow hastily or over luxuriantly (said of barren trees.)