ଷଣ୍ଢାମାର୍କା Shanḍhāmārkā

  • ଦେ. ବି.—(ସଂ. ଷଣ୍ଡ=ବୃଷ; ଅର୍ଥାତ୍ ବୃଷ ପରି ବଳବାନ୍; ଷଣ୍ଡାମାର୍କ ବା ବିଷାଳକାୟ, ତୁଳ, ତା—ଷଣ୍ଡେ=ଯୁଦ୍ଧ, ଲଢ଼େଇ।) — ବଳବାନ୍ ଓ ପୃଥୁଳବ୍ଯକ୍ତି — A strong and fat man; a stout, strong and tall man
  • ଦେ. ବି.—(ସଂ. ଷଣ୍ଡ=ବୃଷ; ଅର୍ଥାତ୍ ବୃଷ ପରି ବଳବାନ୍; ଷଣ୍ଡାମାର୍କ ବା ବିଷାଳକାୟ, ତୁଳ, ତା—ଷଣ୍ଡେ=ଯୁଦ୍ଧ, ଲଢ଼େଇ।) — ଉଦ୍ଧତ ଓ ଦୁର୍ବିନୀତ ବ୍ଯକ୍ତି; ଦୁଷ୍ଟ ଓ ବଳୁଆ ଲୋକ — A strong and wicked man
  • ଦେ. ବି.—(ସଂ. ଷଣ୍ଡ=ବୃଷ; ଅର୍ଥାତ୍ ବୃଷ ପରି ବଳବାନ୍; ଷଣ୍ଡାମାର୍କ ବା ବିଷାଳକାୟ, ତୁଳ, ତା—ଷଣ୍ଡେ=ଯୁଦ୍ଧ, ଲଢ଼େଇ।) — ବଳୀ; ମଲ୍ଲ — An athlete
  • ଦେ. ବିଣ — ବଳୁଆ ଓ ପୃଥୁଳ — Stout and strong