ଷଣ୍ଢ ହେବା Shaṇḍha hebā

  • ଦେ. କ୍ରି — (ଗାଭୀ ଦଳ ମଧ୍ୟରେ ଏକମାତ୍ର ଷଣ୍ଢ ଭଳି) କୌଣସି ସ୍ଥାନରେ ଏକାଧିପତି ହେବା ବା ଏକାଧିପତ୍ୟ କରିବା — To lord over many people