ଷଣ୍ଢ ପଛଆଡ଼ୁ ପାଇବା Shaṇḍha pachha āṟḍ̠u pāiba

  • ଦେ. ପ୍ରବଚନ — (ଲକ୍ଷଣାର୍ଥ) ଲାଭ ଆଶାରେ କୌଣସି କାର୍ଯ୍ୟରେ ଲାଗିବା ପରେ ଆଶା— ଲୁବ୍ଧ ବ୍ଯକ୍ତି) ନିଷ୍ଫଳ ହେବା — To be baffled in one's hope of gain or success
  • ଦେ. ପ୍ରବଚନ — [ଦ୍ର— ବକାଣ୍ତପ୍ରତ୍ୟାଶା ନ୍ଯାୟ ଦେଖ]