ଷଣ୍ଢ ଗୋବର Shaṇḍha gobara

  • ଦେ. ବି — ବୃଷଭୋତ୍ସୃଷ୍ଟ ଗୋମୟ — Dung of a bull
  • ଦେ. ବି — (ଲକ୍ଷଣାର୍ଥ) (ଏହାଦ୍ୱାରା ଯଜ୍ଞ ଭୂମିଆଦି ଲିପିବା ନିଷିଦ୍ଧ ଥିବାରୁ) ଅବ୍ଯବହାର୍ଯ୍ୟ ପଦାର୍ଥ — A useless thing