ଷଣ୍ଡିଆ Shaṇḍiā

  • ଦେ. ବିଣ. (ସଂ. ଷଣ୍ଢ=ନପୁଂସକ) — ନପୁଂସକ — Impotent
  • ଦେ. ବିଣ. (ସଂ. ଷଣ୍ଢ=ନପୁଂସକ) — ଷଣ୍ଢ ସମ୍ବନ୍ଧୀୟ — Relating to a bull
  • ଦେ. ବିଣ. (ସଂ. ଷଣ୍ଢ=ନପୁଂସକ) — [ଦ୍ର—ଏହା ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୁଏ, ଯଥା; କଣିଷଣ୍ଢିଆ, କାଣ୍ଡଷଣ୍ଢିଆ, ବଡ଼ଷଣ୍ଡିଆ।]