ଷଣ୍ଡାଳୀ Shaṇḍāḻī

  • ସଂ. ବି. (ଷଣ୍ଡ+ଅଳ୍ ଧାତୁ=ପାରଗହେବା+ଅ+ଈ) — ତୈଳ ଘୃତାଦିର ପରିମାଣ ବିଶେଷ; ଛଟାଙ୍କି— (ବିଶ୍ୱକୋଷ) — /6 of a seer of liquid
  • ସଂ. ବି. (ଷଣ୍ଡ+ଅଳ୍ ଧାତୁ=ପାରଗହେବା+ଅ+ଈ) — ସରସୀ, ସରୋବର — A pond
  • ସଂ. ବି. (ଷଣ୍ଡ+ଅଳ୍ ଧାତୁ=ପାରଗହେବା+ଅ+ଈ) — କାମୁକୀ; ସ୍ତ୍ରୀ — A libidinous woman