ଷଡ଼୍ଲବଣ Shaṟḍ̠ labaṇa

  • ସଂ. ବି (ବୈଦ୍ଯକ — ବୈଦ୍ୟଶାସ୍ତ୍ରୋକ୍ତ 6 ପ୍ରକାରର ଲୁଣ — ବୈଦ୍ୟଶାସ୍ତ୍ରୋକ୍ତ6ପ୍ରକାରର ଲୁଣ—Ṡix kinds of salts mentioned in the Hindu books on medicine
  • ସଂ. ବି (ବୈଦ୍ଯକ — [ଯଥା— ସୈନ୍ଧବ ଲବଣ — Rock salt; Ṣodi chloridum,ସାମୁଦ୍ର (କରକର ବା ପଙ୍ଗା)—Ṡea salt common salt,ବିଟ—Foetid salt.ସୌବର୍ଚ୍ଚଳ (ସଚଳ ଲବଣ)—Unaqua; Sodium chloride.ମୃତ୍ ବା ଔଷର; ସାଜିମାଟି— Carbonate of soda,କାଚ—Black salt.ବୈଦ୍ୟଶାସ୍ତ୍ରୋକ୍ତ ପଞ୍ଚ ଲବଣ ସଙ୍ଗେ 'ମୃତ' ବା ମୃତ୍ତିକା ଜାତ ଲବଣ ମିଶି ଷଡ଼୍ ଲବଣ ନାମରେ ବ୍ଯବହୃତ ହୁଏ]