ଷଡ଼୍ରେଖା Shaṟḍ̠-rekhā

  • ସଂ. ବି (ସମାହାର ଦ୍ୱିଗୁ) — ଛଅ ରେଖାର ସମବାୟ — Ṡix lines
  • ସଂ. ବି (ସମାହାର ଦ୍ୱିଗୁ) — (ବହୁବ୍ରୀହି) ଷଡ଼ଭୁଜା ବା ତରଭୁଜ ଫଳ ଓ ଲତା — Water melon